ଦାନ୍ତ ବିନ୍ଧା, ମାଢ଼ିରୁ ରକ୍ତ - ପାଇରିଆ ରୋଗ | Dr Elina Choudhury on Causes of Pyorrhea in Odia
About this video
ପାଟିରୁ ଦୁର୍ଗନ୍ଧ ବାହାରିବା, ଦାନ୍ତ ବିନ୍ଧିବା କିମ୍ବା ମାଢ଼ିରୁ ରକ୍ତ ବାହାରିବା ଆଦି ପାଇରିଆ ରୋଗର ଲକ୍ଷଣ। ପାଇରିଆ ହେଉଛି ପାଟିରେ ହେଉଥିବା ଏକ ସାଧାରଣ ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖାଦେଉଛି। ତେବେ ପାଇରିଆ କାହିଁକି ହେଉଛି? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୁରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।