ଯୌନ ଅକ୍ଷମତା: କାହିଁକି ହୁଏ? | Impotence/ Erectile Dysfunction (ED) in Odia | Dr Samir Swain

Dr Samir Swain10 January 20238:1429K views

About this video

ବର୍ତ୍ତମାନ ସମୟରେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶୀଥିଳତା ବା ଧ୍ୱଜଭଙ୍ଗ ହେବା (ଯୌନାଙ୍ଗର ଉତ୍ଥାନ ଠିକ୍ ଭାବରେ ନହେବା)। ପୁରୁଷଙ୍କଠାରେ ଯୌନ ଅକ୍ଷମତା ଦେଖାଯିବାର ମୁଖ୍ୟ କାରଣ ସବୁ କ’ଣ? କେମିତି ଏହାର ଚିକିତ୍ସା କରିବେ? ଜଣାଶୁଣା ୟୁରୋଲୋଜିଷ୍ଟ୍ ଡାକ୍ତର ସମୀର ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଏ ବିଷୟରେ ଜାଣିବା।