ଧାତୁ ରୋଗକୁ ନେଇ ଚିନ୍ତିତ କି? | What is Dhat Syndrome in Odia | Dr Snehanshu Dey
About this video
ସମାଜରେ ଧାତୁ ରୋଗକୁ ନେଇ ଅନେକ କଥା ରହିଛି। କିଏ କହେ ଅଧିକ ଧାତୁ ଶରୀରରୁ ଗଲେ ବ୍ୟକ୍ତି ପତଳା ହୋଇଯା’ନ୍ତି, ତ କିଏ କହେ ଧାତୁ ଏକ ପ୍ରକାର ରୋଗ। ତେବେ ଧାତୁ ସମସ୍ୟା କ’ଣ? ଏହା ଏକ ପ୍ରକାର ରୋଗ ନା ମାନସିକ ଅବସ୍ଥା। ଏନେଇ ବିସ୍ତୃତ ଭାବରେ କହିଛନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’, ଆସନ୍ତୁ ଜାଣିବା।