ଦାନ୍ତ ହଳଦିଆ ପଡ଼ୁଛି କି? | Tooth Discoloration in Odia | Causes & Treatment | Dr Dolly Lath
About this video
ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ କି, ସେମାନଙ୍କ ଦାନ୍ତ ହଳଦିଆ ବା ବାଦାମୀ ରଙ୍ଗର ପଡ଼ୁଛି। ତେବେ ଏହା କ’ଣ କୌଣସି ରୋଗର ସଙ୍କେତ? ଏନେଇ ଆସନ୍ତୁ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଡଲି ଲାଥଙ୍କଠାରୁ ଅଧିକ ଜାଣିବା। When the color of your teeth changes it's called tooth discoloration. Most people complain that their teeth turn yellow or brown. So is this a sign of any disease? And how do you fix discolored teeth? Let's know more from Dr Dolly Lath, Dental Surgeon.