ପାଟି ଦୁର୍ଗନ୍ଧ ହେଲେ କ’ଣ କରିବେ? | Bad Breath in Odia | Dr Soumya Chakrabartty

Dr Soumya Chakrabartty11 July 20222:3412K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ମୁଖ ଦୁର୍ଗନ୍ଧକୁ ନେଇ ବହୁ ଲୋକ ଚିନ୍ତାରେ ଥାଆନ୍ତି। ଅଧିକ ସମୟ ଯାଏଁ ଭୋକରେ ରହିଲେ ପାଟି ଶୁଖିଲା ହୋଇଯାଏ, ଠିକ୍‌ ଭାବେ ବ୍ରସ୍‌ ନ କଲେ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତେବେ ପାଟିରୁ ଦୁର୍ଗନ୍ଧ ଦୂର କରିବେ ଦୂର? ଏନେଇ ଦନ୍ତ ଚିକିତ୍ସକ ଡାକ୍ତର ସୌମ୍ୟା ଚକ୍ରବର୍ତ୍ତୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Bad breath is also known as halitosis. All of us may experience breath odour at some point. If you go do not eat for a long time, your mouth may become dry, and if you do not brush properly, bacteria may accumulate in your mouth and bad breath will come out of your mouth. Let us find out more from Dr Soumya Chakrabartty, a Dental Consultant.