ବନ୍ଧ୍ୟାଦୋଷ - ଟେଷ୍ଟଟ୍ୟୁବ ବେବି ପଦ୍ଧତିରେ ସନ୍ତାନ ଲାଭ | Dr Aditya Das on Infertility & Test-tube Baby

Dr Aditya Das25 April 202121:4111K views

About this video

ଚେଷ୍ଟା କରିବା ସତ୍ତ୍ୱେ ଛୁଆ ପିଲା ନ ହେବା ବା ବନ୍ଧ୍ୟାଦୋଷ ବର୍ତ୍ତମାନ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଦେଖାଯାଏ। ତେବେ ଏହାର କାରଣ କ’ଣ? ବନ୍ଧ୍ୟାଦୋଷ ଥିଲେ କେମିତି ସନ୍ତାନପ୍ରାପ୍ତି କରିବେ? ବିଶିଷ୍ଟ ବନ୍ଧ୍ୟାଦୋଷ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ଦାସଙ୍କଠାରୁ ଆସନ୍ତୁ ଏବିଷୟରେ ସମସ୍ତ ତଥ୍ୟ ଜାଣିବା।