ପିସିଓଏସ୍‌ ସମସ୍ୟା: ଜାଣନ୍ତୁ, କ’ଣ ଖାଇବେ? | Diet to manage PCOS in Odia | Niharika Dash

Niharika Dash3 June 20253:215.7K views

About this video

ପିସିଓଏସ୍‌ ହେଉଛି ଜୀବନଶୈଳୀ ଜନିତ ସମସ୍ୟା। ଏହି ସମସ୍ୟା ଯୋଗୁଁ ଋତୁସ୍ରାବରେ ଅନିୟମିତତା, ଓଜନ ବୃଦ୍ଧି ଏବଂ ଅନ୍ୟ ସମସ୍ୟା ହୋଇପାରେ। ତେଣୁ, ଡାଏଟ୍‌ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଆସନ୍ତୁ, ଡାଏଟିସିଆନ୍‌ ନିହାରିକା ଦାଶଙ୍କଠାରୁ ଜାଣିବା ପିସିଓଏସ୍‌ ସମସ୍ୟା ଥିଲେ ଆପଣଙ୍କ ଡାଏଟ୍‌ କେମିତି ହେବା ଦରକାର? ପିସିଓଏସ୍‌ ସମସ୍ୟା ଥିଲେ ଆପଣଙ୍କ ଡାଏଟ୍‌ କେମିତି ହେବା ଦରକାର? Polycystic Ovary Syndrome (PCOS) is a hormonal disorder that affects women of reproductive age. It is characterized by a range of symptoms, including irregular menstrual cycles, and the presence of multiple cysts on the ovaries. Diet plays an important role in managing PCOS. How can PCOS be managed with a proper diet? Let's learn more from Niharika Das, a Dietician. What should a person with PCOS Eat and Avoid? in Odia