ରକ୍ତଚାପ ନିୟନ୍ତ୍ରଣ ପାଇଁ ଡାଏଟ୍ | Food to Control Blood Pressure (BP) in Odia | Niharika Dash
About this video
ହୃଦ୍ଘାତ, ପକ୍ଷାଘାତ ଭଳି ଅନେକ ବଡ଼ ବଡ଼ ରୋଗର କାରଣ ହେଉଛି ଉଚ୍ଚରକ୍ତଚାପ। ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ରୋଗକୁ ଡାକିଆଣେ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ମାନସିକ ଚାପ, ଜୀବନଶୈଳୀ ତଥା ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ। ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।