ପେଟ କମାଇବା ପାଇଁ ଡାଏଟ୍ | Diet Plan for Reducing Belly Fat in Odia | Niharika Dash
About this video
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟରେ ଚର୍ବି ବଢ଼ିବା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟଧିକ ଚର୍ବି କାରଣରୁ ବିଭିନ୍ନ ରୋଗ ମାଡ଼ି ବସିବାର ଆଶଙ୍କା ଥାଏ। ତେବେ ପେଟରୁ ଚର୍ବି କମାଇବା ପାଇଁ କେଉଁ ଭଳି ଡାଏଟ୍ ଆପଣେଇବା ଆବଶ୍ୟକ। ଏନେଇ ଡାଏଟିସିଆନ୍ ନିହାରିକା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।