ପେଟ କମାଇବା ପାଇଁ ୫ଟି ଟିପ୍ସ | Tips to reduce Belly Fat in Odia | Niharika Dash

Niharika Dash8 April 20261:4831K views

About this video

ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟରେ ଚର୍ବି ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ପେଟରେ ଅତ୍ୟଧିକ ଚର୍ବି କାରଣରୁ ବିଭିନ୍ନ ରୋଗ ମାଡ଼ି ବସିବାର ଆଶଙ୍କା ଥାଏ। ତେବେ ପେଟରୁ ଚର୍ବି କମାଇବା ପାଇଁ କେଉଁ ଭଳି ଡାଏଟ୍‌ ଆପଣେଇବା ଆବଶ୍ୟକ। ଏନେଇ ଡାଏଟିସିଆନ୍‌ ନିହାରିକା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପେଟ କମାଇବା ପାଇଁ ୫ଟି ଟିପ୍ସ Increasing belly fat has become a concern in today’s modern lifestyle. Sedentary habits, irregular eating patterns, and stress contribute to fat accumulation around the abdomen. How to reduce Belly Fat? Let's learn more from Niharika Dash, a Dietician. Tips to reduce Belly Fat, in Odia