କାହିଁକି ହୁଏ ମୁଖ ଗହ୍ୱର କର୍କଟ? | Dr Deepak Kumar Das on Oral Cavity Cancer, in odia

Dr Deepak Kumar Das16 May 20206:2026K views

About this video

ଓଡ଼ିଶାରେ ପୁରୁଷଙ୍କଠାରେ ଅଧିକ ଦେଖିବାକୁ ମିଳୁଛି ମୁଖ ଗହ୍ୱର କର୍କଟ ବା ଓରାଲ କ୍ୟାଭିଟି କ୍ୟାନସର। ତମାଖୁ ଓ ମଦ୍ୟପାନ ହେଉଛି ଏହି କ୍ୟାନସର ରୋଗର ମୁଖ୍ୟ କାରଣ। ତେବେ ମୁଖ ଗହ୍ୱର କର୍କଟ ରୋଗ କ'ଣ? ଏହାର ଲକ୍ଷଣ, ନିରାକରଣ ଓ ଚିକିତ୍ସାକୁ ନେଇ ଡାକ୍ତର ଦିପକ କୁମାର ଦାସ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।