ଡାଏବେଟିସ୍‌ ରୋଗୀଙ୍କ ଚକ୍ଷୁ ସମସ୍ୟା ଓ ଚିକିତ୍ସା | Diabetes Eye Problems in Odia | Diabetes 360

Swasthya Plus Network18 November 20226:211.3K views

About this video

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍‌ ରୋଗୀ। ଅନିୟନ୍ତ୍ରିତ ଡାଏବେଟିସ୍‌ ବିଭିନ୍ନ ଜଟିଳତାର କାରଣ ହୋଇପାରେ। ଡାଏବେଟିସ୍‌ ଥିଲେ ଏହା ଆମର ଆଖିକୁ ପ୍ରଭାବିତ କରିପାରେ। ଅନେକ ସମୟରେ ଏହା ଜଟିଳ ଚକ୍ଷୁ ସମସ୍ୟାର କାରଣ ହୋଇପାରେ।