ଦାନ୍ତର ଯତ୍ନ କେମିତି ନେବେ? | How to Keep your Mouth Clean? in Odia | Dr Ellena Mishra
About this video
ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ। ପାଟିରୁ ସମସ୍ତ ରୋଗର ସୃଷ୍ଟି। ପାଟି ବାଟେ ସମସ୍ତ ବ୍ୟାକ୍ଟେରିଆ ଶରୀରକୁ ଯାଇଥାଏ। ତେଣୁ ମୁଖର ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଦାନ୍ତର ଯତ୍ନ ବିଷୟରେ ଡାକ୍ତର ଏଲିନା ମିଶ୍ର କ’ଣ କହୁଛନ୍ତି, ଜାଣିବା। World Oral Health Day is a global movement celebrated on March 20 each year with the goal of empowering people with the knowledge, tools, and confidence to secure good oral health. Dental and oral health is an essential part of your overall health and well-being. Let's know more from Dr Ellena Mishra, an Endodontics & Cosmetic Dentistry.