ଚାଳିଶିଆ କାହିଁକି ହୁଏ? | Dr Swati Samant on Presbyopia in Odia | Causes & Treatment

Dr Swati Samant22 January 20216:1518K views

About this video

ଚାଳିଶିଆ ହେଉଛି ଏକ ପ୍ରକାରର ବୟସ ଜନିତ ଆଖି ସମସ୍ୟା। ଏହା କୌଣସି ରୋଗ ନୁହେଁ। ସାଧାରଣତଃ କୌଣସି ବ୍ୟକ୍ତିର ବୟସ ୪୦ ବର୍ଷ ଅତିକ୍ରମ କରିବା ପରେ ଆଖିରେ ସମସ୍ୟା ଦେଖାଦେଇଥାଏ। ତେବେ ଚାଳିଶିଆ ହେଲେ କ’ଣ ଅସୁବିଧା ହୁଏ? ଏହାର ଚିକିତ୍ସା କେମିତି କରାଯାଏ? ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।