ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଡାଏଟ୍ | Diet to Control High Blood Pressure, in Odia | Niharika Dash
About this video
ଉଚ୍ଚ ରକ୍ତଚାପ ଥିଲେ ଡାଏଟ୍ର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବାକୁ ହେଲେ କ’ଣ କ’ଣ ଡାଏଟ୍ ନେବା ଜରୁରୀ, ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।