ପରୀକ୍ଷା ରେଜଲ୍ଟକୁ ନେଇ ପିଲାଙ୍କ ମନରେ ଡର! | How to Deal with Exam Results Anxiety? | Sambit Nanda
About this video
ଅଧିକାଂଶ ପିଲାଙ୍କର ବର୍ତ୍ତମାନ ପରୀକ୍ଷା ଫଳାଫଳ ଉପରେ ନଜର ରହିଛି। ପରୀକ୍ଷା ରେଜଲ୍ଟ ବାହାରିବା ସମୟରେ ଉଭୟ ପିଲା ଓ ବାପାମା’ ତଥା ଅଭିଭାବକଙ୍କ ମନରେ ବିଭିନ୍ନ ଆଶା ରହିଥାଏ। ତେବେ ଏହି ସମୟରେ ପିଲାମାନେ ମାନସିକ ଚାପ, ଭୟ ଭିତରେ ଗତି କରୁଥିବେ। ଏହି ସମୟରେ ସେମାନଙ୍କୁ କିଭଳି ସାହାଯ୍ୟ କରିବା? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ ଆସନ୍ତୁ ଜାଣିବା।