ମଧୁମେହ ଓ ଦାନ୍ତ ରୋଗ | Diabetes and Dental Problem in Odia | Dr Lipsa Padhi
About this video
ମଧୁମେହ ବା ଡାଏବେଟିସ୍ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ହେଲେ ଏହାର ପ୍ରଭାବ ଆମ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ। ଆସନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ପାଢ଼ୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।’