ମୁଖ କର୍କଟ: ରୋକିବେ କିପରି? | Oral Cancer/ Mouth Cancer: How to Treat? in Odia | Dr Manindra Nayak
About this video
ମୁଖରେ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ସ୍ଥାନରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାନ୍ସର କୁହାଯାଏ। ହେଲେ ପାଟିରେ କର୍କଟ କାହିଁକି ହେଉଛି ଏବଂ ଏହାର ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ କ୍ୟାନ୍ସର ସର୍ଜନ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ ଅଧିକ ଜାଣିବା।