ଆପଣ ବି କରିପାରିବେ ଚକ୍ଷୁଦାନ - ଜାଣନ୍ତୁ କେମିତି? | Eye Donation | Dr Sujata Das | Blindness
About this video
ଚକ୍ଷୁ ଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ ନିହାତି ଦରକାର। ତେବେ କେମିତି କରିବା ଚକ୍ଷୁଦାନ? ଆସନ୍ତୁ ଏ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା।