ମହିଳାଙ୍କଠାରେ ଯୌନ ସମସ୍ୟା | Common Sexual Problems in Women, in Odia | Dr Debabrata Sabat
About this video
ସାଧାରଣତଃ ମହିଳାଙ୍କଠାରେ ବିଭିନ୍ନ କାରଣ ଯୋଗୁଁ ଯୌନ ସମସ୍ୟା ହୋଇପାରେ। ଏହାର ଚିକିତ୍ସା କ’ଣ? ଆସନ୍ତୁ ବିଶିଷ୍ଟ ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।