ହେଡ୍ ଆଣ୍ଡ୍ ନେକ୍ କ୍ୟାନ୍ସର କାହିଁକି ହୁଏ? | Head and Neck Cancer in Odia | Dr Sandip Kumar Barik
About this video
କ୍ୟାନସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ତାହା ହେଡ୍ ଆଣ୍ଡ୍ ନେକ୍ କ୍ୟାନସରରେ ଅନ୍ତର୍ଭୁକ୍ତ। ଧୂମପାନ, ତମ୍ବାଖୁ ସେବନ ହେଉଛି ହେଡ୍ ଆଣ୍ଡ୍ ନେକ୍ କ୍ୟାନ୍ସର (ମୁଣ୍ଡ ଏବଂ ଗଳା କର୍କଟ)ର କାରଣ। ତେବେ ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସନ୍ଦିପ କୁମାର ବାରିକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କ'ଣ? ମୁଣ୍ଡ ଏବଂ ଗଳାରେ କ୍ୟାନସର ହେବାର କାରଣ କ'ଣ? ହେଡ୍ ଆଣ୍ଡ୍ ନେକ୍ କ୍ୟାନସରର ଲକ୍ଷଣ ଏହି କ୍ୟାନସରକୁ ଚିହ୍ନିବା କେମିତି? ଏହାର ଚିକିତ୍ସା ହେଡ୍ ଆଣ୍ଡ୍ ନେକ୍ କ୍ୟାନ୍ସରର ଜଟିଳତା ଏହାକୁ ରୋକିବେ କିପରି? Head and Neck Cancer is a group of cancers of the mouth, throat, sinuses, and nose. Smoking (tobacco) and alcohol are the most significant risk factors for this type of cancer. People working in the construction, textile, ceramic, logging, or food processing industries are more vulnerable to this type of cancer. Let’s find out about the symptoms of this cancer and treatments for it from Dr Sandip Kumar Barik, a Radiation Oncologist. What is Head and Neck Cancer? in Odia What causes Head and Neck Cancer? in Odia Symptoms of Head and Neck Cancer, in Odia How to recognize it? in Odia Treatment of Head and Neck Cancer, in Odia Complications of Head and Neck Cancer, in Odia How to prevent Head and Neck Cancer? in Odia