ଆମ୍ବିଳା ହାକୁଡ଼ିରୁ ମୁକ୍ତି ପାଇଁ କ’ଣ ଖାଇବେ ନାହିଁ? | Foods to Avoid for Burps | Dr Subhasri Subhadarsini
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥିଗୁଡ଼ିକ ଏସିଡ୍ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଯେତେବେଳେ ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥି ହଜମ ପ୍ରକ୍ରିୟାଠାରୁ ଅଧିକ ଏସିଡ୍ ସୃଷ୍ଟି କରେ, ସେତେବେଳେ ଆମ୍ବିଳା ହାକୁଡ଼ି ଆସେ, ଛାତି ଜଳେ ଓ ଅରୁଚି ଲାଗେ। ଏହାକୁ ଜିଇଆର୍ଡି ବୋଲି କୁହାଯାଏ। ତେବେ ଆମ୍ବିଳା ହାକୁଡ଼ି କାହିଁକି ହୁଏ? ଏହାକୁ ରୋକିବେ କିପରି? ସେ ବିଷୟରେ ଡାକ୍ତର ଶୁଭଶ୍ରୀ ଶୁଭଦର୍ଶିନୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। The gastric glands in our stomach produce acids, which help in the digestion of food. After eating oily and spicy food, you may face problems like sour belching or sulfur burps and sometimes sour water comes from the mouth. What not to eat to get relief from Sour Hiccupps? Let's know more from Dr Subhasri Subhadarsini, a General Physician.