ଦାନ୍ତ ବିନ୍ଧାରୁ କେମିତି ପାଇବେ ମୁକ୍ତି? | Dr Arpita Dash on Tooth Pain in Odia | Causes & Prevention

Dr Arpita Dash21 October 202114:36496K views

About this video

ଦାନ୍ତ ମାଢ଼ି ଓ ଏହାର ଶିରାପ୍ରଶିରାରେ କିଛି ସମସ୍ୟା ହେଲେ ଦାନ୍ତରେ ବ୍ୟଥା ହୋଇଥାଏ। ସାଧାରଣତଃ ଦାନ୍ତରେ ଖାଦ୍ୟ ଜମା ହୋଇ ଦାନ୍ତରେ ବ୍ୟାକ୍ଟେରିଆ ହୋଇ ମଧ୍ୟ ଦାନ୍ତ ପୀଡ଼ା ହୋଇଥାଏ। ତେବେ ଦାନ୍ତ ବିନ୍ଧାର ଅନେକ କାରଣ ରହିଛି। ଏହାର ଚିକିତ୍ସା ଓ ନିରାକରଣ ତଥା ସୁସ୍ଥ ଦାନ୍ତ ପାଇଁ ଖାଦ୍ୟର ଭୂମିକା ବିଷୟରେ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ, ଆସନ୍ତୁ ଜାଣିବା।