ଖାଦ୍ୟରୁ ଆଲର୍ଜି ହେଲେ କ’ଣ କରିବେ? | Food Allergy: Symptoms & Treatment in Odia | Dr Sandeep Kumar Ratha

Dr Sandeep Kumar Ratha11 November 20235:057.0K views

About this video

କେତେକ ବ୍ୟକ୍ତିଙ୍କୁ କେତେକ ଖାଦ୍ୟରୁ ଆଲର୍ଜିହୋଇଥାଏ। ଏହା କାହିଁକିହୁଏ? ଯଦି ଜଣେ ବ୍ୟକ୍ତିଙ୍କୁଖାଦ୍ୟରୁ ଆଲର୍ଜି ହୁଏ, ତେବେକ’ଣ ରହିଛିଏହାର ଚିକିତ୍ସା? ଆସନ୍ତୁ ଭେଷଜ ରୋଗବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ରଥ କ’ଣ କହୁଛନ୍ତି, ଜାଣିବା।