ଛଅମାସ ପରେ ଶିଶୁଙ୍କୁ କ’ଣ ଖୁଆଇବେ? | Dr Kanhu Panda on Diet for Children in Odia

Dr Kanhu Panda15 November 20212:48239K views

About this video

ନବଜାତ ଶିଶୁର ପ୍ରଥମ ଆହାର ହେଉଛି ମା’କ୍ଷୀର। ଛଅମାସ ଯାଏଁ ଶିଶୁକୁ କେବଳ ମା’କ୍ଷୀର ଦେବା ଆବଶ୍ୟକ। ଛଅରୁ ୭ମାସ ମଧ୍ୟରେ ପିଲାର ଦାନ୍ତ ଉଠିବା ଆରମ୍ଭ ହୋଇଥାଏ। ଏହି ସମୟରେ ପିଲାଙ୍କୁ ପରିପକ୍ୱ ଖାଦ୍ୟ ଦେବା ଆବଶ୍ୟକ। ତେବେ ଛଅମାସ ପରେ ପିଲାକୁ କେଉଁଭଳି ଖାଦ୍ୟ ଦେବେ? ଏନେଇ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Breast milk is the first food of a newborn. For up to six months, the baby should only be breastfed. In six to seven months, the baby's teeth begin to grow. At this point, the child needs to be given healthy food. So how do you feed a baby after six months? Let's know more from Dr Kanhu Panda, a Paediatrician.