ଗ୍ୟାସ୍, ଏସିଡିଟି: ଏହି ସବୁ ଖାଦ୍ୟରୁ ଦୂରେଇ ରହନ୍ତୁ | Food to Avoid for Gas & Acidity | Niharika Dash

Niharika Dash10 March 20262:151.5K views

About this video

ବର୍ତ୍ତମାନ ସମୟରେ ଅଧିକାଂଶ ବ୍ୟକ୍ତିଙ୍କର ଗ୍ୟାସ୍‌ ଓ ଏସିଡିଟି ଭଳି ସମସ୍ୟା ଦେଖାଦେଉଛି। ଏଥିପାଇଁ ଆମର ଖରାପ ଜୀବନଶୈଳୀ ଦାୟୀ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଅସମୟରେ ଖାଦ୍ୟ ସେବନ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଗ୍ୟାସ୍‌ ଏସିଡିଟି ବଢ଼ିବାରେ ଲାଗିଛି। ଆସନ୍ତୁ, ଏଥିରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଖାଦ୍ୟରୁ ଦୂରେଇ ରହିବାକୁ ହେବ ସେନେଇ ଡାଏଟିସିଆନ୍‌ ନିହାରିକା ଦାଶଙ୍କଠାରୁ ଜାଣିବା। ଗ୍ୟାସ୍, ଏସିଡିଟି: ଏହିସବୁ ଖାଦ୍ୟରୁ ଦୂରେଇ ରହନ୍ତୁ Gut health plays a vital role in your overall well-being, affecting digestion, immunity, and even mental well-being. Poor lifestyle choices cause gut imbalances, which can lead to neurodegenerative diseases, autoimmune diseases & many more. Let's learn more from Niharika Dash, a Dietician. What foods should you avoid if you have Gas & Acidity?