ଦାନ୍ତ ପୋକ ଖାଇଲେ ରୁଟ୍ କେନାଲ୍ କେମିତି କରିବେ? | Dr Rosanjaya Pattnaik on Root Canal Treatment in Odia

Dr Rosanjaya Pattnaik17 April 20218:1221K views

About this video

ଅନେକ ସମୟରେ ଦାନ୍ତ ପୋକ ଖାଇଲେ କିମ୍ବା ଦାନ୍ତରେ କୌଣସି ସମସ୍ୟା ହେଲେ, ଆମେ ଦାନ୍ତ ଓପାଡ଼ି ଦେଇଥାଉ । କିନ୍ତୁ, ଦାନ୍ତକୁ ନ ଓପାଡ଼ି ରୁଟ୍‌ କେନାଲ ମଧ୍ୟ କରିପାରିବେ । ରୁଟ୍‌ କେନାଲ କେତେବେଳେ ଦରକାର ପଡ଼େ? କେମିତି ହୁଏ ରୁଟ୍‌ କେନାଲ? ଏନେଇ ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ରୋସଞ୍ଜୟ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।