କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ - କେତେବେଳେ ଦରକାର? | Cornea Transplant Surgery in Odia | Dr Amrita Mohanty

Dr Amrita Mohanty16 February 20227:214.2K views

About this video

କର୍ଣ୍ଣିଆ ବା ସ୍ୱଚ୍ଛ ପଟଳ। ଜନ୍ମରୁ କିମ୍ବା କୌଣସି କାରଣରୁ କର୍ଣ୍ଣିଆ ଖରାପ ହୋଇଗଲେ ବା ସମ୍ପୂର୍ଣ୍ଣ ଧଳା ହୋଇଗଲେ ବା ଅଧା ଧଳା ହୋଇଗଲେ ବ୍ୟକ୍ତିଙ୍କୁ କିଛି ଦେଖାଯାଏ ନାହିଁ। ଏହି ପରିସ୍ଥିତିରେ ଅପରେସନ୍‌ ଜରିଆରେ କର୍ଣ୍ଣିଆ ପ୍ରତିରୋପଣ କରାଯାଇଥାଏ। ତେବେ କେଉଁ ବୟସରେ ଜଣେ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କରିପାରିବେ? ଏହା କେତେ ପ୍ରକାରର ଓ କେମିତି କରାଯାଏ? ଏ ସମସ୍ତ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।