ତୁଣ୍ଡ ଘା’ ହେଲେ କ’ଣ କରିବେ? | Mouth Ulcer in Odia | Dr Elina Choudhury

Dr Elina Choudhury2 September 20222:1515K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ତୁଣ୍ଡ ଘା’ ହେଉଛି ସାଧାରଣ ସମସ୍ୟା। କିନ୍ତୁ ତୁଣ୍ଡ ଘା’ ଯନ୍ତ୍ରଣା ଦାୟକ ମଧ୍ୟ। ଏହା ହେଲେ ଖାଇବା ପିଇବାରେ ଅସୁବିଧା ହୋଇଥାଏ। ତେବେ ତୁଣ୍ଡ ଘା’ କେମିତି ଭଲ ହେବ? ଆସନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୁରୀ କ’ଣ କହୁଛନ୍ତି, ଜାଣିବା। Mouth Ulcer is a common problem, but it can very painful and the person may face difficulty in eating and drinking. How long does Mouth Ulcer take to heal? Let's find out more about Mouth Ulcer from Dr Elina Choudhury, a Dental Surgeon.