ପାଟିରୁ ଦୁର୍ଗନ୍ଧ ବାହାରୁଛି କି? | Dr Soumya Chakrabartty on Bad Breath in Odia | Causes & Treatment

Dr Soumya Chakrabartty4 March 20218:41173K views

About this video

କିଛି ଛୋଟ ଛୋଟ କଥା ଜଣକ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ, ଯେପରିକି ପାଟିରୁ ଦୁର୍ଗନ୍ଧ ବାହାରିବା। କାହାସହ କଥା ହେବା ବେଳେ ପାଟିରୁ ଦୁର୍ଗନ୍ଧ ବାହାରିବା ଯୋଗୁଁ ଅସ୍ୱସ୍ଥିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ପାଟିରୁ ଦୁର୍ଗନ୍ଧ କାହିଁକି ବାହାରେ? ଏହାକୁ ଦୂର କରିବେ କିପରି? ଏନେଇ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟା ଚକ୍ରବର୍ତ୍ତୀ କ’ଣ କହୁଛନ୍ତି, ଜାଣନ୍ତୁ?