ହେପାଟାଇଟିସ୍‌ ‘ସି’: କାହିଁକି ହୁଏ? | Hepatitis C: Causes & Treatment in Odia | Dr Sambit Kumar Bhuyan

Dr Sambit Kumar Bhuyan16 August 20257:291.1K views

About this video

ହେପାଟାଇଟିସ୍ ସି’ ହେଉଛି ଏକ ପ୍ରକାର ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ପ୍ରାଥମିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ଜଣାପଡ଼ିନଥାଏ ହେଲେ ଧୀରେ ଧୀରେ ଏହା ଲିଭରରେ ସିରୋସିସ୍‌ ଏବଂ କ୍ୟାନ୍‌ସର ସୃଷ୍ଟି କରିପାରେ। ଆସନ୍ତୁ, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସମ୍ବିତ କୁମାର ଭୂୟାଁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।