ସେକ୍ସ ଏଜୁକେସନ୍ | Sex Education for Teenagers in Odia | Dr Chinmayee Kar
About this video
ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଯୌନ ସମ୍ପର୍କିତ ବିଷୟ ଉପରେ ଜଣାଇବା ନିହାତି ଜରୁରୀ। ଏହା ଦ୍ୱାରା ସେମାନେ ଅବାଞ୍ଛିତ ଗର୍ଭଧାରଣ, ଯୌନ ସଞ୍ଚାରିତ ରୋଗ ବିଷୟରେ ଜାଣିପାରିବେ ଓ ନିଜକୁ ସୁରକ୍ଷିତ ରଖିପାରିବେ। ତେଣୁ ପ୍ରତ୍ୟେକ ପିଲାକୁ ସେକ୍ସ ଏଜୁକେସନ୍ ବିଷୟରେ ବୁଝାଇବା ନିହାତି ଜରୁରୀ। ଆସନ୍ତୁ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।