ସହବାସରେ ଅନିଚ୍ଛା | Loss of Libido/ Low Sex Drive in Odia | Dr Debabrata Sabat
About this video
ଆଜିକାଲି ବ୍ୟସ୍ତବହୁଳ ସମାଜରେ ଅଧିକାଂଶ ଲୋକ ବିଭିନ୍ନ କାରଣରୁ ଚିନ୍ତାଗ୍ରସ୍ଥ। ଏହି ଷ୍ଟ୍ରେସ୍ ସେମାନଙ୍କର ସାମାଜିକ, ମାନସିକ, ଶାରୀରିକ ଓ ଯୌନ ସମସ୍ୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେପରିକି ଏକ ସମସ୍ୟା ହେଉଛି ସହବାସରେ ଅନିଚ୍ଛା ପ୍ରକାଶ କରିବା ବା ସହବାସରେ ଇଚ୍ଛା ନ ହେବା। ଏହାର କାରଣ ଓ ଏହି ସମସ୍ୟାକୁ କିପରି ଚିହ୍ନିବେ, ସେ ନେଇ ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।