କ’ଣ ଖାଇଲେ ରହିବେ ସୁସ୍ଥ? | Food for Healthy life in Odia | Niharika Dash
About this video
ସୁସ୍ଥ ରହିବା ପାଇଁ ସଠିକ୍ ପୋଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଠିକ୍ ଖାଦ୍ୟ ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ତେବେ ଖାଦ୍ୟରେ କ’ଣ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିଥାଏ। ଏନେଇ ଡାଏଟିସିଆନ୍ ନିହାରିକା ଦାଶଙ୍କ ମନ୍ତ୍ର କ’ଣ ରହିଛି, ଜାଣନ୍ତୁ।