ଭାତ ନା ରୁଟି – କ’ଣ ଖାଇଲେ କମିବ ଓଜନ? | Weight Loss Diet in Odia | Niharika Dash
About this video
ସାଧାରଣତଃ ଭାରତୀୟ ନାଗରିକଙ୍କ ପାଇଁ ଭାତ ହେଉଛି ପ୍ରଧାନ ଖାଦ୍ୟ। ଭାରତୀୟ ଖାଦ୍ୟଶୈଳୀରେ ରନ୍ଧା ଯାଉଥିବା ତରକାରିକୁ ଭାତ ଏବଂ ରୁଟି ସହ ଭୋଜନ କରାଯାଏ। କିନ୍ତୁ ଯେତେବେଳେ ଓଜନ କମାଇବା ବା ଡାଏଟ୍ କଣ୍ଟ୍ରୋଲ ବା ଫିଟ୍ ରହିବା କଥା ଆସେ ଲୋକମାନେ ବହୁତ ଚିନ୍ତିତ ହୋଇପଡ଼ନ୍ତି ଏବଂ ଭାତ ଛାଡ଼ି ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଏହା ସତ ନା ଭୁଲଧାରଣା। ଏ ବିଷୟରେ ଡାଏଟିସିଆନ୍ ନିହାରିକା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Rice is a staple food for Indian citizens. rice is cooked every day for lunch or dinner. But when it comes to weight loss or diet control or fitness, people are very worried and start eating roti instead of rice. Let's find out more from Dietician Niharika Dash.