ହର୍ପିସ୍: କାରଣ, ଲକ୍ଷଣ ଓ ଚିକିତ୍ସା | Herpes: Symptoms & Treatment in Odia | Dr Sudhanshu Sekhar Sethi
About this video
ହର୍ପିସ୍ ସିମ୍ପ୍ଲେକ୍ସ ଭୂତାଣୁ (ଏଚ୍ଏସ୍ଭି), ଯାହାକୁ ହର୍ପିସ୍ କୁହାଯାଏ, ଏହା ଏକ ପ୍ରକାର ଭୂତାଣୁ ସଂକ୍ରମଣ। ଏହା ମୁଖ୍ୟତଃ ମୁହଁରେ, ଯୋନିରେ ହୋଇଥାଏ। ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଭେଷଜ ବିଶେଷଜ୍ଞ ସୁଧାଂଶୁ ସେଖର ସେଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।