ଆଖିରେ ଆଲର୍ଜି କାହିଁକି ହୁଏ? | What Are Eye Allergies? in Odia | Dr Amrita Mohanty

Dr Amrita Mohanty20 September 202215:4452K views

About this video

ଆଖିରେ ଆଲର୍ଜି ହେଲେ ସାଧାରଣତଃ ଆଖି କୁଣ୍ଡାଇ ହେବା ସହ ଲାଲ ପଡ଼ିବା, ଆଖିରୁ ପାଣି ଗଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ ଆଖିରେ ଆଲର୍ଜି କାହିଁକି ହୁଏ? ଏହାର ଚିକିତ୍ସା ବିଷୟରେ ଆସନ୍ତୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।