ସ୍ତନ ଜନିତ ସମସ୍ୟା ଓ ଏହାର ଯତ୍ନ କିପରି ନେବେ? | How to Take Care of Your Nipples? | Dr Smita Sarangi

Dr Smita Sarangi4 June 20223:5125K views

About this video

ପ୍ରତ୍ୟେକ ମହିଳାଙ୍କଠାରେ କେବେ ନା କେବେ ସ୍ତନ ବଥା ହେବା, ସ୍ତନରେ ସଂକ୍ରମଣ ହେବା ଭଳି ସମସ୍ୟା ଦେଖାଦେଇଥାଏ। ଏଭଳି କ୍ଷେତ୍ରରେ କ’ଣ କରିବା ଆବଶ୍ୟକ। ଏନେଇ ଆସନ୍ତୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀଙ୍କଠାରୁ ଜାଣିବା। Breast-owners might have experienced breast or nipple pain and breast infections. Nipples are a very sensitive part of the breast that can require some care, especially during lactation and after sexual intimacy. How do you take care of your nipples? Let's know more from Dr Smita Sarangi, an Obstetrician & Gynaecologist.