କ୍ୟାଲସିୟମ୍ ଅଭାବ କେମିତି କରିବେ ଦୂର? | Calcium Deficiency in Odia | Dr Sudhanshu Sekhar Sethi
About this video
ଶରୀରରେ କ୍ୟାଲସିୟମ୍ ଅଭାବ ହେଲେ ବିଭିନ୍ନ ସମସ୍ୟା ହୋଇଥାଏ, ଯେପରିକି ଆଣ୍ଠୁଗଣ୍ଠି ସମସ୍ୟା, ଅଷ୍ଟିଓପୋରସିସ୍ ଇତ୍ୟାଦି। ଆସନ୍ତୁ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଶୁଧାଂଶୁ ଶେଖର ସେଠୀଙ୍କଠାରୁ ଜାଣିବା କ୍ୟାଲସିୟମ୍ ଜନିତ ଅଭାବ ଦୂର କେମିତି କରିବେ?