ପୁରୁଷ ବନ୍ଧ୍ୟାଦୋଷ: ଚିକିତ୍ସା ସମ୍ଭବ | Treatment of Male Infertility, in Odia | Dr Soumya Dash

Dr Soumya Dash28 January 202514:2735K views

About this video

ବନ୍ଧ୍ୟାଦୋଷ ବା ଇନ୍‌ଫର୍ଟିଲିଟି। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ଆଜିକାଲିର ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ଡେରିରେ ପିଲା ଛୁଆ ପ୍ଲାନ୍‌ କରିବା ବନ୍ଧ୍ୟାଦୋଷର କାରଣ ହୋଇଥାଏ। ବନ୍ଧ୍ୟାଦୋଷର ଅନ୍ୟ କାରଣ ସବୁ କ’ଣ? ଏହାକୁ ଏଡ଼ାଇବେ କିପରି ଏବଂ ଏହାର ଚିକିତ୍ସା ସମ୍ଭବ କି? ଆସନ୍ତୁ, ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ତଥା ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶଙ୍କଠାରୁ ଅଧିକ ଜାଣିବା।