ଜ୍ୱର ବେଳେ କେଉଁ ଭଳି ଖାଦ୍ୟ ଖାଇବେ? | Food to Eat When You Are Sick in Odia | Anmayee Nanda

Anmayee Nanda24 November 20212:5518K views

About this video

ସାଧାରଣତଃ ଜ୍ୱର ହେଲେ କିଛି ଖାଇବା ପାଇଁ ଇଛା ହୁଏ ନାହିଁ। ପାଟିକୁ ଅରୁଚି ଲାଗେ। କେତେକ ଲୋକଙ୍କୁ ଜ୍ୱର ହୋଇଥିବା ସମୟରେ ବାନ୍ତି ଲାଗିବା, କୋଷ୍ଠକାଠିନ୍ୟ ସମସ୍ୟା, ପେଟ ଫାମ୍ପିଲା ଭଳି ଅନୁଭୂତ ହୋଇଥାଏ। ଏଭଳି ସମୟରେ କେଉଁ ଭଳି ଖାଦ୍ୟ ଖାଇଲେ ସହଜରେ ହଜମ ହୋଇପାରିବ ଓ ପାଟିକୁ ମଧ୍ୟ ଭଲ ଲାଗିବ। ଏନେଇ ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Fever usually does not make you want to eat anything. The mouth feels uneasy. Some people experience vomiting, constipation, and stomach cramps when they have a fever. What to eat at such a time can be easily digested and the mouth will also like it? Let's find out more from Dietician Anmayee Nanda.