ଦାନ୍ତ ପୋକ ଖାଇଛି କି? | Cavities / Cavity (Tooth Decay) - Treatment in Odia | Dr Ellena Mishra
About this video
ଅଧିକ ମିଠାଜାତୀୟ ଖାଦ୍ୟ, ଚକୋଲେଟ୍, କାର୍ବୋହାଇଡ୍ରେଟ୍ସ, ଫାଷ୍ଟଫୁଡ୍ ଖାଇବା ଦ୍ୱାରା ଦାନ୍ତରେ କ୍ୟାଭିଟି ବା ଦାନ୍ତ ପୋକ ଖାଇବା ଭଳି ସମସ୍ୟା ହୋଇଥାଏ। ତେବେ ଏଥିରୁ କିପରି ପାଇବେ ରକ୍ଷା? ଏନେଇ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ମିଶ୍ର, ଆସନ୍ତୁ ଜାଣିବା।