ମୁଣ୍ଡ ଓ ଗଳା କର୍କଟ - କେମିତି ରୋକିବେ? | Head & Neck Cancer in Odia | Dr Saumyaranjan Mishra

Dr Saumyaranjan Mishra26 July 20227:064.6K views

About this video

ତମାଖୁ ସେବନ ଦ୍ୱାରା ମୁଖ୍ୟତଃ ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର ହେବାର ସମ୍ଭାବନା ଥାଏ। ଏହି କ୍ୟାନ୍‌ସରକୁ ରୋକିବେ କିପରି? ଏନେଇ ଆସନ୍ତୁ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୌମ୍ୟରଞ୍ଜନ ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Head and Neck Cancer is a group of cancers of the mouth, throat, sinuses, and nose. Smoking (tobacco) and alcohol are the most significant risk factors for Head and Neck Cancer. How to prevent Head and Neck Cancer? Let's know more from Dr Saumyaranjan Mishra, a Radiation Oncologist.