ମହିଳା ଏବଂ ପୁରୁଷଙ୍କ ଯୌନ ସମସ୍ୟା – ଚିକିତ୍ସା | Dr Suvendu Narayan Mishra on Sexual Problems in Odia
About this video
ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଯେମିତି ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକ ସେମିତି ଏକ ସୁସ୍ଥ ଜୀବନ ପାଇଁ ନିଦ୍ରା ଏବଂ ଯୌନ କ୍ରିୟା ଆବଶ୍ୟକ। ଯୌନ କ୍ରିୟା ଦ୍ୱାରା ମଣିଷ ଚିନ୍ତାମୁକ୍ତ ହୋଇଥାଏ, ମନକୁ ଆରାମ ଲାଗେ ଏବଂ ନିଦ୍ରା ମଧ୍ୟ ଭଲ ହୋଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଯୌନ ସମସ୍ୟା ଦେଖିବାକୁ ମିଳୁଛି। ହେଲେ ଜାଣିବା ଦରକାର କି, ଏହାର ସମାଧାନ ଏବଂ ଚିକିତ୍ସା ସମ୍ଭବ। ତେବେ ଯୌନ ସମସ୍ୟାର କାରଣ କ'ଣ? କେମିତି କରିବେ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ତଥା ଯୌନରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।