ବେଲ୍ସ ପାଲ୍‌ସି କ’ଣ? | What is Bell’s Palsy? in Odia | Facial Paralysis | Dr Ritesh Kumar Bhoot

Dr Ritesh Kumar Bhoot18 November 20257:43840 views

About this video

ବେଲ୍ସ ପାଲ୍‌ସି ହେଉଛି ମୁହଁର ସ୍ନାୟୁ କୌଣସି କାରଣରୁ ପ୍ରଭାବିତ ହୋଇ ମୁହଁର ଗୋଟେ ପାଖ ପାରାଲିସିସ୍‌ ବା ବଙ୍କା ହୋଇଯିବା। ଏହା ହର୍ପିସ୍‌ ବା ଅତ୍ୟଧିକ ଥଣ୍ଡା ଯୋଗୁଁ ହୋଇପାରେ। ଏହାର ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ଆସନ୍ତୁ ଜାଣିବା ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ରିତେଶ କୁମାର ଭୁତଙ୍କଠାରୁ, ଏହି ଭିଡିଓରେ।