ସନ୍ତାନ ସନ୍ତତି ହେବାରେ ସମସ୍ୟା? | IVF: How Does it Work? in Odia | Dr Mousumi Acharya

Dr Mousumi Acharya28 March 202313:438.4K views

About this video

ଗର୍ଭଧାରଣରେ ଯଦି କୌଣସି ସମସ୍ୟା ରହିଛି ତେବେ ଆଇଭିଏଫ୍ ଜରିଆରେ ବାପା-ମା ହୋଇପାରିବେ। ଏହାକୁ ଟେଷ୍ଟଟ୍ୟୁବ ବେବି ବୋଲି କୁହାଯାଏ। ତେବେ କେମିତି ହୁଏ ଟେଷ୍ଟଟ୍ୟୁବ ବେବି? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।