କାହିଁକି ହୁଏ ଆଖିରେ କ୍ୟାନ୍ସର? | Eye Cancer/ Retinoblastoma in Odia | Dr Devjyoti Tripathy
About this video
ହୁଏତ ଆମେ ସମସ୍ତେ ଅନ୍ୟ ସବୁ କ୍ୟାନ୍ସର ବିଷୟରେ ଅବଗତ ଥିବା। ହେଲେ ଆଖିରେ କ୍ୟାନ୍ସର ବିଷୟରେ ଅଳ୍ପ ବହୁତେ ଜାଣିଥିବା। ତେବେ ଚକ୍ଷୁ କର୍କଟ କାହିଁକି ହୁଏ? କେଉଁ ବୟସରେ ଏହା ହୋଇପାରେ? ପ୍ରାଥମକି ଅବସ୍ଥାରେ ଏହାକୁ ଚିହ୍ନିବା କିପରି ଓ ଏହାର ଚିକିତ୍ସା ବିଷୟରେ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।