ଆଖି ଧରା: ରୋକିବେ କେମିତି? | Treatment of Conjunctivitis / Pink Eye in Odia | Dr Surjya Kiran Patnaik

Dr Surjya Kiran Patnaik15 July 20238:0529K views

About this video

ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ। ଫଳରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା, ଆଖି କୁଣ୍ଡାଇ ହେବା ଭଳି ସମସ୍ୟା ହୋଇଥାଏ। ତେବେ ଆଖି ଧରିବାର କାରଣ ଓ ଏହାର ଉପଚାର ବିଷୟରେ ଡାକ୍ତର ସୂର୍ଯ୍ୟ କିରଣ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।