ମଧୁମେହ ଜୀବନଶୈଳୀ - ଆପଣଙ୍କ ଚିକିତ୍ସା, ଖାଦ୍ୟ ଓ ଫିଟନେସ୍ | Diabetes 360 - Odia | #WorldDiabetesDay2022

Swasthya Plus Network14 November 202228:1930K views

About this video

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଆପଣେଇବା ଏବଂ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘ଡାଏବେଟିସ୍ ୩୬୦’। ଏହି ଏପିସୋଡରେ ରହିଛି: ଡାଏବେଟିସ୍‌ କ’ଣ ଓ କେତେ ପ୍ରକାରର? ଡାଏବେଟିସର ପ୍ରମୁଖ ଲକ୍ଷଣ ଓ କାରଣ? ଡାଏବେଟିସ୍‌ର ଚିକିତ୍ସା ଓ ପରିଚାଳନା? ଡାଏବେଟିସ୍‌ ରୋଗୀଙ୍କ ଚକ୍ଷୁ ସମସ୍ୟା ଓ ତା’ର ଚିକିତ୍ସା? ଡାଏବେଟିସ୍‌ ରୋଗୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମ? ‘ଡାଏବେଟିସ୍ ୩୬୦’ ମିଡିଆ କ୍ୟାମ୍ପେନର ‘ପ୍ରାଇମ ପାର୍ଟନର’ ସମ୍ ଅଲ୍ଟିମେଟ୍ ମେଡିକେୟାର। ‘ଆଇ କେୟାର ପାର୍ଟନର’ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ। ‘Diabetes 360’: Special Media Campaign by Swasthya Plus & OdishaLIVE on World Diabetes Day Special Awareness Programme for ‘Complete Diabetes Management’ Monday, November 14, is being observed as the ‘World Diabetes Day’. To mark the occasion, OdishaLIVE and Swasthya Plus are collaborating to launch a comprehensive media campaign titled, ‘Diabetes 360’, for spreading awareness on ‘Complete Diabetes Management’ among people. ‘Diabetes 360’ is supported by SUM Ultimate Medicare as ‘Prime Partner’ while LV Prasad Eye Institute (LVPEI) has joined hands with the initiative as ‘Eyecare Partner’.