ପାଟିରୁ ଦୁର୍ଗନ୍ଧ ବାହାରୁଛି କି? | Bad Breath (Halitosis) in Odia | Causes & Treatment | Dr Dolly Lath
About this video
ବିଭିନ୍ନ କାରଣରୁ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଗ୍ୟାସ୍, ଏସିଡିଟି ହେଲେ ବା ଦାନ୍ତ ବା ମାଢ଼ିରେ କୌଣସି ସମସ୍ୟା ହେଲେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତେବେ ଆସନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଡଲି ଲାଥଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। Bad breath is caused by odor-producing bacteria that grow in the mouth. What causes bad breath in the mouth? Why does your mouth smell even after brushing? Let's know more from Dr Dolly Lath, Dental Surgeon.